ଷଷ୍ଠ ପିଢ଼ିର ଫାଇଟର ଜେଟ୍‌: ଭାରତ-ଫ୍ରାନ୍ସ ମେଣ୍ଟ ଓ ବିଶ୍ୱ ରାଜନୀତି || Sixth Generation Fighter Jet: India-France Partnership and Global Politics

ଗୋଟିଏ ସମୟ ଥିଲା, ଯେତେବେଳେ ଭାରତ ନିଜ ସୁରକ୍ଷା ପାଇଁ, ଛୋଟରୁ ବଡ଼ ପ୍ରତିରକ୍ଷା ସାମଗ୍ରୀ କିଣିବା ପାଇଁ ଅନ୍ୟ ଦେଶମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲା। କିନ୍ତୁ ଆଜିର ‘ଆତ୍ମନିର୍ଭର ଭାରତ’ କେବଳ ନିଜ ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ତିଆରି କରୁନାହିଁ, ବରଂ ବିଶ୍ୱର ଅନ୍ୟ ଦେଶମାନଙ୍କୁ ବିକ୍ରି ମଧ୍ୟ କରୁଛି! ଆପଣମାନେ ଜାଣନ୍ତି, ଆମର DRDO ଏବଂ ରୁଷର ମିଳିତ ସହଯୋଗରେ ତିଆରି ହୋଇଥିବା ବ୍ରହ୍ମୋସ୍ (BrahMos) ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ପ୍ରଥମେ ଫିଲିପାଇନ୍ସ … Continue reading ଷଷ୍ଠ ପିଢ଼ିର ଫାଇଟର ଜେଟ୍‌: ଭାରତ-ଫ୍ରାନ୍ସ ମେଣ୍ଟ ଓ ବିଶ୍ୱ ରାଜନୀତି || Sixth Generation Fighter Jet: India-France Partnership and Global Politics