Six Suspected Bangladeshis Detained In Kendrapara ।। କେନ୍ଦ୍ରାପଡାରୁ ପୁଣି ୬ ବାଂଲାଦେଶୀ ଗିରଫ, ଗଳି କନ୍ଦି ଖୋଜି ଖୋଜି ଧରୁଛି ପୋଲିସ

ରାଜ୍ୟରୁ ଗୋଟି ଗୋଟି ଖୋଜି ବାହାର କରାଯାଉଛି ଅବାଧ ବାଂଲାଦେଶୀମାନଙ୍କୁ। କେନ୍ଦ୍ରାପଡା ଜିଲ୍ଲାରୁ ଆରମ୍ଭ ହୋଇଛି ପ୍ରକ୍ରିୟା। କେନ୍ଦ୍ରାପଡାରୁ ଧରାପଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ସନ୍ଦିଗ୍ଧ ବାଂଲାଦେଶୀ । ପୁଣି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ନେଇଛି ପୋଲିସ, ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ଚାଲିଛି ପଚରାଉଚରା । କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ବଉଳକଣୀ ପଞ୍ଚାୟତରୁ ଏହି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଉଠାଇ ନେଇଥିବା ଜଣାପଡିଛି … Continue reading Six Suspected Bangladeshis Detained In Kendrapara ।। କେନ୍ଦ୍ରାପଡାରୁ ପୁଣି ୬ ବାଂଲାଦେଶୀ ଗିରଫ, ଗଳି କନ୍ଦି ଖୋଜି ଖୋଜି ଧରୁଛି ପୋଲିସ