ଶିବରାତ୍ରୀରେ ଏହି ୩ଟି ରାଶି ହେବେ ମାଲାମାଲ୍ ।। Sivaratri Haroscope

ପାଖେଇ ଆସୁଛି ପବିତ୍ର ମହାଶିବରାତ୍ରୀ । ଭଗବାନ ଶିବଙ୍କ କୃପା ଲାଭ ପାଇଁ ପାଳିତ ଏହି ପର୍ବ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଓ ପବିତ୍ର ଦିନ ଭାବେ ପରିଚିତ । ଚଳିତ ବର୍ଷ ମହାଶିବରାତ୍ରୀ ୧୫ ଫେବୃଆରୀ, ରବିବାର ଦିନ ପାଳିତ ହେବ । ଏହି ଦିନ ଭକ୍ତମାନେ ଉପବାସ ରହି, ଫଳମୂଳ ଭୋଜନ କରିବା ସହ ଶିବଲିଙ୍ଗରେ ଜଳ ଓ ବିଲ୍ୱପତ୍ର ଅର୍ପଣ କରନ୍ତି । ଅନେକ ଶ୍ରଦ୍ଧାଳୁ ସାରା ରାତି ଜାଗି ରହି … Continue reading ଶିବରାତ୍ରୀରେ ଏହି ୩ଟି ରାଶି ହେବେ ମାଲାମାଲ୍ ।। Sivaratri Haroscope