ଅଧିକ ସମୟ ବସି ରହୁଥିଲେ ହୋଇପାରେ ହୃଦରୋଗ

Sitting risks: ଅଫିସରେ ଲୋକମାନେ ଅଧିକ କାର୍ଯ୍ୟ କରିବାର ଚାପରେ ଘଣ୍ଟା ଘଣ୍ଟା ଧରି ନିଜ ଆସନରେ ବସି ରହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାକୁ ପୂରଣ କରନ୍ତି । ଏହାକୁ ଏକ ଅଭ୍ୟାସ ବା ବାଧ୍ୟତାମୂଳକ ବୋଲି କହିପାରିବା । କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର କ୍ଷତି କରିଥାଏ। ଦୀର୍ଘ ଘଣ୍ଟା ଧରି ବସିବା କାରଣରୁ ବେକ ଏବଂ ପିଠି ଯନ୍ତ୍ରଣା ସାଧାରଣ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି … Continue reading ଅଧିକ ସମୟ ବସି ରହୁଥିଲେ ହୋଇପାରେ ହୃଦରୋଗ