ସିନ୍ଦୂର ଲିଭାଇଥିଲ, ସିନ୍ଦୂରର ପ୍ରତିଶୋଧ ନେଲୁ: ମହିଳା ସେନା ଅଧିକାରୀଙ୍କୁ ଆଗକୁ ଆଣି ଭାରତର ପାକିସ୍ତାନକୁ ଜବାବ

ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ଭାରତର ନାରୀ ଶକ୍ତିର ପ୍ରତୀକ ମଧ୍ୟ ହୋଇଛି। ସିନ୍ଦୂର ଲିଭାଇଥିଲ,ଅପରେସନ ସିନ୍ଦୂର ଦ୍ୱାରା ପ୍ରତିଶୋଧ ନେଲୁ। ଅପରେସନ ସିନ୍ଦୁରର ନାମକରଣ ପଛରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ରହିଛି। ଆଉ ସାମ୍ବାଦିକ ସମ୍ମିଳନୀରେ ଦୁଇଜଣ ମହିଳା ସେନାଅଧିକାରୀଙ୍କୁ ସାମ୍ନାକୁ ଆଣି ଭାରତ ,ପାକିସ୍ତାନକୁ ଦେଇଥିବା ସନ୍ଦେଶରେ ଅଛି ପ୍ରତୀକବାଦ ଓ ନାରୀ ଶକ୍ତିର ସଂକଳ୍ପ। ଏହି ଅପରେସନ ପହଲଗାମ ଆକ୍ରମଣରେ ସ୍ଵାମୀଙ୍କୁ ହରାଇଥିବା ମହିଳାମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ … Continue reading ସିନ୍ଦୂର ଲିଭାଇଥିଲ, ସିନ୍ଦୂରର ପ୍ରତିଶୋଧ ନେଲୁ: ମହିଳା ସେନା ଅଧିକାରୀଙ୍କୁ ଆଗକୁ ଆଣି ଭାରତର ପାକିସ୍ତାନକୁ ଜବାବ