ଶିମିଳିପାଳକୁ ମିଳିବ ଖୁବଶୀଘ୍ର ଜାତୀୟ ଉଦ୍ୟାନ ମାନ୍ୟତା

Similipal : ମୁଖ୍ୟତଃ ଶିମିଳିପାଳ ଦକ୍ଷିଣ ଡିଭିଜନରେ ଥିବା ୮୪୫.୭ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯିବ ଏବଂ ଏହି ବିଜ୍ଞପ୍ତି କେବଳ ସମୟର କଥା ବୋଲି ବନ୍ୟପ୍ରାଣୀ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ। ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ବାସ୍ତବ ରୂପ ନେବାକୁ ଯାଉଛି। ମୁଖ୍ୟତଃ ଶିମିଳିପାଳ ଦକ୍ଷିଣ ଡିଭିଜନରେ ଥିବା ୮୪୫.୭ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯିବ ଏବଂ ଏହି ବିଜ୍ଞପ୍ତି … Continue reading ଶିମିଳିପାଳକୁ ମିଳିବ ଖୁବଶୀଘ୍ର ଜାତୀୟ ଉଦ୍ୟାନ ମାନ୍ୟତା