ବିରଳ ଗୌରବ – ଶିମିଳିପାଳ ଏବେ ଜାତୀୟ ଉଦ୍ୟାନ
Similipal : ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଗୁରୁବାର ଦିନ ଓଡ଼ିଶା ସରକାରଙ୍କ ଦ୍ଵାରା ଆନୁଷ୍ଠାନିକ ଘୋଷଣା ପରେ ଶିମିଳିପାଳକୁ ଆନୁଷ୍ଠାନିକଭାବେ ଜାତୀୟ ଉଦ୍ୟାନଭାବେ ମାନ୍ୟତା ମିଳିଛି। ଉଭୟ ଶିମିଳିପାଳ ଦକ୍ଷିଣ ଓ ଉତ୍ତର ଡିଭିଜନର ୧୧ଟି ରେଞ୍ଜରେ ୮୪୫.୭୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଞ୍ଚଳ ଏବେ ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ପାଇଛି ଏବଂ ଭିତରକନିକା ପରେ ଏହା ରାଜ୍ୟର ଦ୍ୱିତୀୟ ଜାତୀୟ କୀର୍ତ୍ତି। ଶିମିଳିପାଳ ଏବେ ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଓ … Continue reading ବିରଳ ଗୌରବ – ଶିମିଳିପାଳ ଏବେ ଜାତୀୟ ଉଦ୍ୟାନ
Copy and paste this URL into your WordPress site to embed
Copy and paste this code into your site to embed