ଖୁସି ଖବର: ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ, ଓଡ଼ିଶାର ସର୍ବବୃହତ ଉଦ୍ୟାନ

Similipal: ଏପର୍ଯ୍ୟନ୍ତ ଭିତରକନିକା ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିଲା। ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କରାଯାଇଛି। ଶିମିଳିପାଳ ଦକ୍ଷିଣ ଓ ଶିମିଳିପାଳ ଉତ୍ତର ଡିଭିଜନର ୧୧ଟି ରେଞ୍ଜରେ ଥିବା ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇ ରାଜ୍ୟର ଭିତରକନିକା ପରେ ଏହା ଦ୍ୱିତୀୟ ସଂରକ୍ଷିତ ଅଞ୍ଚଳ ଭାବେ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି। ଏ ନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ … Continue reading ଖୁସି ଖବର: ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ, ଓଡ଼ିଶାର ସର୍ବବୃହତ ଉଦ୍ୟାନ