ମାର୍ଚ୍ଚ ୧ରୁ ସିମ୍ ବାଇଡିଂ ନିୟମ , ନମ୍ବର ବଦଳାଇଲେ ଆକାଉଣ୍ଟ ବନ୍ଦ ।। SIM Binding

ଭାରତରେ ହ୍ୱାଟ୍ସଆପ୍ ୟୁଜର୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଲା । କେନ୍ଦ୍ର ସରକାର ପୁଣିଥରେ ସ୍ପଷ୍ଟ କରିଛି ଯେ ସିମ୍-ବାଇଣ୍ଡିଂ ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହି ନିୟମ ଅନୁଯାୟୀ ମେସେଜିଂ ଆପ୍ ସହିତ ଯୋଗାଯୋଗ କରିବା ପାଇଁ ଏକ ସକ୍ରିୟ ସିମ୍ ଆବଶ୍ୟକ ହେବ । ମାର୍ଚ୍ଚ ୧, ୨୦୨୬ ରୁ ସମସ୍ତ ମେସେଜିଂ ପ୍ଲାଟଫର୍ମରେ ଏହି ନିୟମ ଲାଗୁ ହେବ। ସିମ୍-ବାଇଣ୍ଡିଂ ନିୟମ ମାନେ ହେଉଛି, ଯେକୌଣସି ମେସେଜିଂ ଆପ୍—ହ୍ୱାଟ୍ସଆପ୍, … Continue reading ମାର୍ଚ୍ଚ ୧ରୁ ସିମ୍ ବାଇଡିଂ ନିୟମ , ନମ୍ବର ବଦଳାଇଲେ ଆକାଉଣ୍ଟ ବନ୍ଦ ।। SIM Binding