Sikandar: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସିକନ୍ଦର’ର ଟିଜର ୨୭ ଡିସେମ୍ବରରେ ସଲମାନ ଖାନଙ୍କ ୫୯ ତମ ଜନ୍ମଦିନ ଅବସରରେ ମୁକ୍ତିଲାଭ କରିବାର ଥିଲା । ହେଲେ ଏହାକୁ ସ୍ଥଗିତ ରଖାଯାଇଛି। ଡିସେମ୍ବର ୨୬ (ଗୁରୁବାର) ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହେତୁ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ନିର୍ମାତାମାନେ ମନମୋହନ ସିଂଙ୍କ ବିଯୋଗରେ ଶୋକ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି । ଏଥିସହ ‘ସିକନ୍ଦର‘ର ଟିଜରର ନୂଆ ରିଲିଜ୍ ତାରିଖ ଘୋଷଣା … Continue reading ‘ସିକନ୍ଦର’ର ଟିଜର ଆଉଟ
Copy and paste this URL into your WordPress site to embed
Copy and paste this code into your site to embed