ପ୍ରକୃତରେ ପେଟରେ ମଇଦା ଫ୍ରିଜ୍ ହୁଏ କି? ଜାଣନ୍ତୁ କ’ଣ କୁହନ୍ତି ଖାଦ୍ୟ ବିଶେଷଜ୍ଞ

Side Effests of Maida: ମାଇଦା କିମ୍ବା ଯେକୌଣସି ପ୍ରକାରର ଅଟା ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମେ ଦିନକୁ ଥରେ କିମ୍ବା ଦୁଇଥର ରୁଟି ଖାଉ । କିମ୍ବା ମଇଦାରୁ ତିଆରି କିଛି ଖାଇଥାଉ । କିନ୍ତୁ ଗୋଟିଏ କଥା ପ୍ରାୟତଃ ମଇଦା ବିଷୟରେ କୁହାଯାଏ । ତାହା ହେଉଛି, ମଇଦା ଖାଇବା ପରେ ତାହା ପେଟରେ ଜମା ହୋଇ ଯାଇଥାଏ । ଆଜି ଆମେ ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା … Continue reading ପ୍ରକୃତରେ ପେଟରେ ମଇଦା ଫ୍ରିଜ୍ ହୁଏ କି? ଜାଣନ୍ତୁ କ’ଣ କୁହନ୍ତି ଖାଦ୍ୟ ବିଶେଷଜ୍ଞ