ଜଳପ୍ରପାତରେ ବୁଡ଼ି SI ନିଖୋଜ ।। SI missing in waterfall

କୋରାପୁଟ ଜିଲ୍ଲାରେ ଦୁଃଖଦ ଘଟଣା। ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଲୁମୀ ଜଳପ୍ରପାତରେ ବୁଡ଼ି ଜଣେ ପୁଲିସ ଅଧିକାରୀ ନିଖୋଜ ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଖୋଜ ଅଧିକାରୀ ହେଲେ ଛତିଶଗଡ଼ର ନଗରନାର ଥାନାର ସବ୍-ଇନ୍ସପେକ୍ଟର ଆକାଶ ଚୌଧୁରୀ। ସେ  ପିକନିକ୍ କରିବାକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ପାଞ୍ଚ ଜଣ ସାଙ୍ଗମାନେ ମିଶି ଗୁଲୁମୀ ଜଳପ୍ରପାତକୁ ଆସିଥିଲେ। ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ ସହ ଜଳପ୍ରପାତରେ ସ୍ନାନ କରୁଥିବା ବେଳେ ଅଚାନକ … Continue reading ଜଳପ୍ରପାତରେ ବୁଡ଼ି SI ନିଖୋଜ ।। SI missing in waterfall