SI exam scam: Officers cover up ‘Silicon’ ।। ଏସଆଇ ପରୀକ୍ଷା ଦୁର୍ନୀତି ‘ସିଲିକନ୍’କୁ ଘଣ୍ଟ ଘୋଡ଼ାଉଛନ୍ତି ଅଫିସର

ଓଡ଼ିଶା ପୁଲିସର ସବ–ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷା ଦୁର୍ନୀତି ସମୟରେ ପୁରା ରାଜ୍ୟ ଅସ୍ଥିର ହୋଇଥିଲା। ରାଜ୍ୟର ଶହ ଶହ ଆଶାୟୀ- ଯେଉଁମାନଙ୍କ ଲାଗି ସେହି ପରୀକ୍ଷା ବର୍ଷ ବର୍ଷର ପ୍ରସ୍ତୁତି, ପରିବାରର ଆଶା, ଆର୍ଥିକ ଯୁଦ୍ଧ ଓ ଭବିଷ୍ୟତ୍- ସେମାନଙ୍କର ସମସ୍ତ ଶ୍ରମକୁ ଗିଳି ଦେଇଥିଲା ଚାକିରି ବିକ୍ରି ଦୁର୍ନୀତି। ଏହି ଦୁର୍ନୀତିର ମୁଖ୍ୟ କେନ୍ଦ୍ରବିନ୍ଦୁରେ ଥିଲା ‘ସିଲିକନ୍ ଟେକଲାବ୍’ ଯାହାକୁ ପରୀକ୍ଷାର ଟେକ୍ନିକାଲ୍ ଦାୟିତ୍ୱ ଦିଆଯାଇଥିଲା। ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ର ନାୟକ ଗିରଫ … Continue reading SI exam scam: Officers cover up ‘Silicon’ ।। ଏସଆଇ ପରୀକ୍ଷା ଦୁର୍ନୀତି ‘ସିଲିକନ୍’କୁ ଘଣ୍ଟ ଘୋଡ଼ାଉଛନ୍ତି ଅଫିସର