ଶୁଭମନ ଗିଲ୍‌ଙ୍କ ଐତିହାସିକ ବିଶ୍ୱ ରେକର୍ଡ || Shubman Gill’s historic world record

ଭାରତୀୟ କ୍ରିକେଟ୍‌ର ପ୍ରିନ୍ସ କୁହାଯାଉଥିବା ଶୁଭମନ ଗିଲ୍ ଏକ ଏମିତି ଐତିହାସିକ ମହା-ରେକର୍ଡ ନିଜ ନାଁରେ କରିଛନ୍ତି, ଯାହା ବିଶ୍ୱର ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ କରିପାରିନଥିଲେ। ସଚିନ ତେନ୍ଦୁଲକର ହୁଅନ୍ତୁ କି ବିରାଟ କୋହଲି, କିମ୍ବା ଦୁନିଆର ବଡ଼ ବଡ଼ ବିଧ୍ୱଂସକାରୀ ବ୍ୟାଟ୍ସମ୍ୟାନ ଯେପରିକି ଏମ୍.ଏସ୍ ଧୋନି ଏବଂ ଏବି ଡିଭିଲିୟର୍ସ ଭଳି ଖେଳାଳିଙ୍କ ସମସ୍ତଙ୍କ ରେକର୍ଡକୁ ପଛରେ ପକାଇ ଶୁଭମନ ଗିଲ୍ ବନିଯାଇଛନ୍ତି ବିଶ୍ୱର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ … Continue reading ଶୁଭମନ ଗିଲ୍‌ଙ୍କ ଐତିହାସିକ ବିଶ୍ୱ ରେକର୍ଡ || Shubman Gill’s historic world record