Shubhanshu Shukla is ready to come down to earth ।। ପୃଥିବୀକୁ ଫେରିବାକୁ ପ୍ରସ୍ତୁତ ଶୁଭାଂଶୁ ଶୁକ୍ଳା, ସନ୍ଧ୍ୟାରେ ଖୋଲିବ ମହାକାଶଯାନ

ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇବାକୁ ଯାଉଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ରେ ୧୮ ଦିନ ରହଣି ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ ହୋଇଛନ୍ତି, ତାଙ୍କ ସହ ଅନ୍ୟ ମହାକାଶଚାରୀ ମଧ୍ୟ ପୃଥିବୀ ଫେରିବ । ଆକ୍ସିଓମ-୪ ମିଶନ ଅଧୀନରେ ତାଙ୍କର ଫେରିବା ସୋମବାର ସନ୍ଧ୍ୟାରେ ଆରମ୍ଭ ହେବ। ଏହି ମିଶନ ଭାରତ ସମେତ ହଙ୍ଗେରୀ ଏବଂ ପୋଲାଣ୍ଡ ପାଇଁ ମଧ୍ୟ ମହାକାଶ … Continue reading Shubhanshu Shukla is ready to come down to earth ।। ପୃଥିବୀକୁ ଫେରିବାକୁ ପ୍ରସ୍ତୁତ ଶୁଭାଂଶୁ ଶୁକ୍ଳା, ସନ୍ଧ୍ୟାରେ ଖୋଲିବ ମହାକାଶଯାନ