ଶ୍ରୀ ଖାଟୁ ଶ୍ୟାମଙ୍କ ଭକ୍ତିରେ ଝୁମିଲେ ଶ୍ରଦ୍ଧାଳୁ, ଧୁମଧାମରେ ପାଳନ ହେଲା ତୃତୀୟ ମହୋତ୍ସବ

ଅନୁଗୋଳରେ ଶ୍ରୀ ଖାଟୁ ଶ୍ୟାମଙ୍କ ଭକ୍ତିରେ ଝୁମିଲେ ସହସ୍ରାଧିକ ଶ୍ରଦ୍ଧାଳୁ । ଧୁମଧାମର ସହ ପାଳନ ହେଲା ତୃତୀୟ ମହୋତ୍ସବ । ଅନୁଗୋଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଲାଡ଼ଲେ ଖଟୁ ୱାଲେକେ ଗ୍ରୁପ ପକ୍ଷରୁ ସ୍ଥାନୀୟ ସଭା ଘରେ ଭଗବାନ ଶ୍ରୀ ଖାଟୁ ଶ୍ୟାମ ବାବାଙ୍କ ତୃତୀୟ ମହୋତ୍ସବ ମହା ଆଡମ୍ବର ସହକାରେ ସମାପ୍ତ ହୋଇଛି । କୋଲକାତାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶୀତଲ ଚଣ୍ଡକ ଶର୍ମା ଓ ବିବେକ ଶର୍ମାଙ୍କ ତାଳରେ ତାଳ ମିଶାଇ … Continue reading ଶ୍ରୀ ଖାଟୁ ଶ୍ୟାମଙ୍କ ଭକ୍ତିରେ ଝୁମିଲେ ଶ୍ରଦ୍ଧାଳୁ, ଧୁମଧାମରେ ପାଳନ ହେଲା ତୃତୀୟ ମହୋତ୍ସବ