ପାଟିରେ ତୁଳା ରଖି କରିଥିଲି ପୁଷ୍ପା-୨ର ଡବିଂ- ଶ୍ରେୟାସ

Shreyas Talpade: ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା୨- ଦ ରୁଲ ସମ୍ପୂର୍ଣ୍ଣ ଦୁନିଆଁରେ ହଲଚଲ ମଚେଇଛି । ଏହି ଚଳଚ୍ଚିତ୍ର ଉତ୍ତର ଏବଂ ଦକ୍ଷିଣରେ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଛି । ଅଭିନେତା ଶ୍ରେୟସ୍ ତାଲପଡ଼େ ଫିଲ୍ମର ହିନ୍ଦୀ ସଂସ୍କରଣରେ ଡବିଙ୍ଗ କରିଛନ୍ତି । ନିକଟରେ ଶ୍ରେୟସ୍ ଫିଲ୍ମ ସହିତ ଜଡ଼ିତ ଅନେକ ମଜାଦାର ତଥ୍ୟ ସେୟାର କରିଛନ୍ତି । ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଶଂସକଙ୍କ ଉତ୍ସାହ … Continue reading ପାଟିରେ ତୁଳା ରଖି କରିଥିଲି ପୁଷ୍ପା-୨ର ଡବିଂ- ଶ୍ରେୟାସ