shreemayi target bjd ।। ‘ରକ୍ତ ରାଜନୀତି’ରେ ବିଜେଡି ଘାଇଲା
ଏବେ ରାଜ୍ୟରେ ଆଲୋଚନା ଓ ସମାଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ରକ୍ତ ରାଜନୀତି। ରକ୍ତ ରାଜନୀତି ଆରମ୍ଭ କରିଥିବା ବିଜେଡିର ବରିଷ୍ଠ ଉପସଭାପତି ପ୍ରତାପ ଜେନା ସେହି ଅସ୍ତ୍ରରେ ଘାଇଲା ହୋଇଛନ୍ତି। ପ୍ରତାପଙ୍କ ଅସ୍ତ୍ରରେ ପ୍ରତାପଙ୍କୁ ତାଙ୍କରି ଅଞ୍ଚଳରେ ଘରେ ପଶି ବିଜେଡିର ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ଏପରି ଘାଇଲା କରିଛନ୍ତି ଯେ ତାର ଉତ୍ତର ଦେବାକୁ ପ୍ରତାପ କିମ୍ବା ବିଜେଡି ନେତାମାନେ ସମର୍ଥ ହୋଇପାରୁନାହାନ୍ତି। ମାହାଙ୍ଗାରେ ପ୍ରତାପଙ୍କୁ ଶ୍ରୀମୟୀଙ୍କ ସମାଲୋଚନା ନିଲମ୍ବିତ ବିଜେଡି ନେତ୍ରୀ ଶ୍ରୀମୟୀ … Continue reading shreemayi target bjd ।। ‘ରକ୍ତ ରାଜନୀତି’ରେ ବିଜେଡି ଘାଇଲା
Copy and paste this URL into your WordPress site to embed
Copy and paste this code into your site to embed