shreemayi mishra post ।। ଶ୍ରୀମୟୀଙ୍କ ତୀବ୍ର ପ୍ରହାର: ବିଜେଡିରେ ‘ତାମିଲ-ଶୈଳୀ’ ରାଜନୀତି ‘ନକଲି ବିଜୁ ଅନୁଗତଙ୍କ’ ମେଳି

ଓଡ଼ିଶାର ରାଜନୀତି ପୂର୍ବରୁ ଅନେକ ତୁମ୍ଭିତୋଫାନ ଦେଖିଛି- କିନ୍ତୁ ବର୍ତ୍ତମାନ ବିଜେଡି ଭିତରେ ଯାହା ଚାଲୁଛି, ସେ ଏକ ନୂଆ ପରିବର୍ତ୍ତନର ଭୂମିକା , ଏକ ନିରବ ଜ୍ୱାଳା ଏବଂ ଦଳର ପରିଚୟକୁ ନେଇ ତୀକ୍ଷ୍ଣ ସଂକଟର ପରିଚୟ। ନିଲମ୍ବିତ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣିଥରେ ବିଜେଡି ଉପରେ ସୋସିଆଲ ମିଡିଆ ମାଧ୍ୟମରେ ପରୋକ୍ଷ କିନ୍ତୁ ତୀବ୍ର ପ୍ରହାର କରିଛନ୍ତି। କେବଳ ସମାଲୋଚନା ନୁହେଁ- ସେ ଦଳର ଆତ୍ମାକୁ, ତାର ଇତିହାସକୁ, ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ … Continue reading shreemayi mishra post ।। ଶ୍ରୀମୟୀଙ୍କ ତୀବ୍ର ପ୍ରହାର: ବିଜେଡିରେ ‘ତାମିଲ-ଶୈଳୀ’ ରାଜନୀତି ‘ନକଲି ବିଜୁ ଅନୁଗତଙ୍କ’ ମେଳି