Shreemayee Mishra’s ‘Dhritarashtra’ remark ।। ଶ୍ରୀମୟୀଙ୍କ କଟାକ୍ଷ; ଧୃତରାଷ୍ଟ୍ର କିଏ?

ଧୀରେ ଧୀରେ ଖୋଲୁଛି ନବୀନଙ୍କ ଅନ୍ୟାୟର ଅନ୍ଧାର ପେଡି। ଆଖି ଥାଇ ମଧ୍ୟ ହିତାହିତ ଜ୍ଞାନ ଭୁଲିଥିଲେ ନବୀନ। ଧୃତରାଷ୍ଟ୍ର ଯେପରି ପୁତ୍ର ପ୍ରେମରେ ଅନ୍ଧ ହୋଇ କୌରବ ବଂଶ ଧ୍ୱଂସ କରିଥିଲେ ଏବେ ନବୀନ ସେପରି କରିବାକୁ ଯାଉଛନ୍ତି। ଏ କଥା ଆମେ କହୁନୁ ତାଙ୍କ ଦଳର ନେତା ନେତ୍ରୀ କହିଲେଣି। କିଛିଦିନ ତଳେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ବିଧାୟକ ଅରୁଣ ସାହୁଙ୍କ ବିଦ୍ରୋହ ବାଣୀ ନିଶ୍ଚୟ ଜାଣିଥିବେ ଆପଣମାନେ। ହେଲେ ଏବେ … Continue reading Shreemayee Mishra’s ‘Dhritarashtra’ remark ।। ଶ୍ରୀମୟୀଙ୍କ କଟାକ୍ଷ; ଧୃତରାଷ୍ଟ୍ର କିଏ?