Shreemayee Mishra target Pratap Jena ।। ଶ୍ରୀମୟୀଙ୍କ ଟାର୍ଗେଟରେ ପ୍ରତାପ

ବିଜେଡିରୁ ନିଲମ୍ବିତ ହୋଇଥିବା ଶ୍ରୀମୟୀ ମିଶ୍ର ଏବେ ଖୋଦ ବିଜେଡିରେ ତଣ୍ଟିରେ କଣ୍ଟା ହୋଇ ଲାଗିଲେଣି। ନିଲମ୍ବିତ ହେଲାପରେ ଶ୍ରୀମୟୀ ଏବେ ବିଜେଡି ଶିବିରକୁ ଗୋଟିଏ ପରେ ଗୋଟିଏ ମିସାଇଲ ଛାଡିବାରେ ଲାଗିଛନ୍ତି। ନିଲମ୍ବନ ପତ୍ରରେ ଦସ୍ତଖତ କରିଥିବା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଏଥିରେ ପ୍ରଥମେ ଘାଇଲା ହୋଇଥିବାବେଳେ ଆଗକୁ ଅନ୍ୟମାନଙ୍କୁ ନିଶାଣରେ ରଖିଥିବା ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ହେବାରେ ଲାଗିଛି। ଶ୍ରୀମୟୀ ସିଧାସଳଖ ଆରୋପ କରିଛନ୍ତି ଯେ ପ୍ରତାପ ଜେନା … Continue reading Shreemayee Mishra target Pratap Jena ।। ଶ୍ରୀମୟୀଙ୍କ ଟାର୍ଗେଟରେ ପ୍ରତାପ