Shreemayee Mishra Suspended from BJD II ଶ୍ରୀମୟୀ ମିଶ୍ର ନିଲମ୍ବିତ: ଧ୍ରୁତରାଷ୍ଟ୍ର, ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନକୁ ଡରିଗଲା ବିଜେଡି!

ବାରମ୍ବାର ସୋଶାଲ୍‍ ମିଡ଼ିଆରେ ନେତୃତ୍ୱଙ୍କ ଦୁର୍ବଳତାକୁ ଇଙ୍ଗିତ କରି ଚର୍ଚ୍ଚାରେ ଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳର ଉପ ସଭାପତିଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ଆଦେଶ ଦିଆଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ହେତୁ ତାଙ୍କୁ ନିଲମ୍ବନ କରାଯାଇଥିବା ଏଥିରେ କୁହାଯାଇଛି। ଶ୍ରୀମୟୀଙ୍କ ସହ ମୟୁରଭଞ୍ଜର ଦୁଇ ବିଜେଡି ନେତା ସୁବାସ ଚନ୍ଦ୍ର ସାଏ ଓ ପ୍ରବୀର ଚନ୍ଦ୍ର ସାଏଙ୍କୁ ମଧ୍ୟ ତତ୍‍କ୍ଷଣାତ ନିଲମ୍ବନ କରାଯାଇଛି। ଶ୍ରୀମୟୀ ମିଶ୍ର ବିଜୁ … Continue reading Shreemayee Mishra Suspended from BJD II ଶ୍ରୀମୟୀ ମିଶ୍ର ନିଲମ୍ବିତ: ଧ୍ରୁତରାଷ୍ଟ୍ର, ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନକୁ ଡରିଗଲା ବିଜେଡି!