‘କିଚେନ୍ ପ୍ରିମିଅର୍ ଲିଗ୍’ ୨୦୨୬ ସଂସ୍କରଣର ବିଜେତା ହେଲେ “ଶ୍ରଦ୍ଧାଞ୍ଜଳି, ସୁପର୍ଣ୍ଣା ଏବଂ ଅଞ୍ଜନା” || “Shradhanjali, Suparna and Anjana” are the winners of the 2026 edition of ‘Kitchen Premier League’

ଭୁବନେଶ୍ୱର, ଜୁଲାଇ ୭, ୨୦୨୬ରେ ଭୁବନେଶ୍ୱର-କଟକ ଦ୍ଵୈତନଗରୀର ବିଭିନ୍ନ ଆବାସିକ ସୋସାଇଟିଗୁଡିକ ମଧ୍ୟରେ ଗତ ଦୁଇ ମାସ ଧରି ଚାଲିଥିବା ରୋମାଞ୍ଚକର ରନ୍ଧନ ପ୍ରତିଯୋଗିତା ପରେ, ପିପିଲିର ଆଡଭେଞ୍ଚର କନଭେନସନ୍ ଆଣ୍ଡ ରିସୋର୍ଟଠାରେ ଗତକାଲି ଅନୁଷ୍ଠିତ ୯୩.୫ ରେଡ୍ ଏଫ୍‌ଏମ୍ କିଚେନ୍ ପ୍ରିମିଅର୍ ଲିଗ୍ (କେପିଏଲ୍) ୨୦୨୬ ସଂସ୍କରଣର ଗ୍ରାଣ୍ଡ୍ ଫାଇନାଲରେ ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ସୁପର୍ଣ୍ଣା ମିଶ୍ର ଏବଂ ଅଞ୍ଜନା ପାତ୍ର ବିଜୟୀ ହୋଇଛନ୍ତି । ଏହି ଗ୍ରାଣ୍ଡ୍ ଫାଇନାଲରେ ମୋଟ ୨୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ … Continue reading ‘କିଚେନ୍ ପ୍ରିମିଅର୍ ଲିଗ୍’ ୨୦୨୬ ସଂସ୍କରଣର ବିଜେତା ହେଲେ “ଶ୍ରଦ୍ଧାଞ୍ଜଳି, ସୁପର୍ଣ୍ଣା ଏବଂ ଅଞ୍ଜନା” || “Shradhanjali, Suparna and Anjana” are the winners of the 2026 edition of ‘Kitchen Premier League’