ଏକ ଛୋଟ ବାକ୍ସରେ ତାଲା ପଡ଼ିଛନ୍ତି ଶ୍ରଦ୍ଧା ୱାକର, ଅଢ଼େଇ ବର୍ଷ ପରେ ମଧ୍ୟ କାହିଁକି ମିଳୁନି ନ୍ୟାୟ?
Shraddha Walkar: ଦିଲ୍ଲୀର ଏକ ପୋଲିସ ଷ୍ଟେସନର ଗୋଦାମରେ ରଖାଯାଇଛି ଏକ ଛୋଟ ବାକ୍ସ, ଯେଉଁଥିରେ ଶ୍ରଦ୍ଧା ୱାକର ତାଲା ପଡ଼ିଛନ୍ତି । ଯିଏକି ତାଙ୍କର ଶେଷ ରୀତିନୀତି ପାଇଁ ଅପେକ୍ଷା କରିଛି । ଏ ହେଉଛନ୍ତି ସେହି ଶ୍ରଦ୍ଧା ୱାକର, ଯାହାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିଲା ଏବଂ ଶରୀରର ଅଙ୍ଗଗୁଡ଼ିକୁ ଅନେକ ଦିନ ଫ୍ରିଜରେ ରଖିଥିଲା । ଏହି ମାମଲାକୁ ପାଖାପାଖି ଦୁଇ ବର୍ଷ ବିତିଗଲାଣି। କିନ୍ତୁ ଏବେ ବି ଏହି ମାମଲା ପ୍ରତିଦିନ … Continue reading ଏକ ଛୋଟ ବାକ୍ସରେ ତାଲା ପଡ଼ିଛନ୍ତି ଶ୍ରଦ୍ଧା ୱାକର, ଅଢ଼େଇ ବର୍ଷ ପରେ ମଧ୍ୟ କାହିଁକି ମିଳୁନି ନ୍ୟାୟ?
Copy and paste this URL into your WordPress site to embed
Copy and paste this code into your site to embed