ସ୍ତ୍ରୀର ନୂଆ ଲୁକରେ ଘାଏଲ ହେଲେ ଫ୍ୟାନ୍ସ…

Shraddha Kapoor: ସ୍ତ୍ରୀ-୨ ଫେମ୍ ଶ୍ରଦ୍ଧା କପୁରଙ୍କର ସୋସିଆଲ ମିଡ଼ିଆରେ ବହୁତ ପ୍ରଶଂସକ ଅଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ବିଷୟରେ ଅପଡେଟ୍ କରନ୍ତି । ନିକଟରେ ଅଭିନେତ୍ରୀ ନିଜର ନୂଆ ହେୟାର ଷ୍ଟାଇଲର ଝଲକ ଦେଖାଇଛନ୍ତି । ଅଭିନେତ୍ରୀ ଏକ ନୂଆ ହେୟାର ଷ୍ଟାଇଲ କରିଛନ୍ତି । ଯାହା ତାଙ୍କ ସୁନ୍ଦରତାକୁ ଆହୁରି ବଢ଼େଇ ଦେଇଛି । ଫଟୋ ସେୟାର କଲେ ଶ୍ରଦ୍ଧା କପୁର ଶ୍ରଦ୍ଧା ଇନଷ୍ଟାଗ୍ରାମରେ ନିଜର ଦୁଇଟି ଫଟୋ … Continue reading ସ୍ତ୍ରୀର ନୂଆ ଲୁକରେ ଘାଏଲ ହେଲେ ଫ୍ୟାନ୍ସ…