ଦୋଷୀ ସାବ୍ୟସ୍ତ ସାଂସଦ, ବିଧାୟକଙ୍କୁ ଆଜୀବନ ନିଷିଦ୍ଧ କରାଯିବା ଉଚିତ କି? ବିସ୍ତୃତ ଶୁଣାଣି କରିବେ ସୁପ୍ରିମକୋର୍ଟ

Should Convicted MPs, MLAs Be Banned For Life? ଦୋଷୀ ସାବ୍ୟସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କ ଉପରେ ୬ ବର୍ଷ ପାଇଁ ପ୍ରତିବନ୍ଧକ ରହିଛି, ଯାହା କି ସେହି ଦିନଠାରୁ ଲାଗୁ ହୋଇଥାଏ। କିନ୍ତୁ ଆଜୀବନ ନିଷେଧାଦେଶ ଲାଗୁ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଦୋଷୀ ସାବ୍ୟସ୍ତ ସାଂସଦ ଓ ବିଧାୟକଙ୍କ ଭବିଷ୍ୟତକୁ ନେଇ ବିତର୍କ ଓ ଆଲୋଚନା ଚାଲିଛି। ପ୍ରଚଳିତ ଆଇନ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କ … Continue reading ଦୋଷୀ ସାବ୍ୟସ୍ତ ସାଂସଦ, ବିଧାୟକଙ୍କୁ ଆଜୀବନ ନିଷିଦ୍ଧ କରାଯିବା ଉଚିତ କି? ବିସ୍ତୃତ ଶୁଣାଣି କରିବେ ସୁପ୍ରିମକୋର୍ଟ