shooting in Salamanca ।। ଫୁଟବଲ ମ୍ୟାଚରେ ଆଖିବୁଜା ଗୁଳିମାଡ଼ ଆରମ୍ଭ

ମେକ୍ସିକୋର ଗୁଆନାଜୁଆତେ ରାଜ୍ୟ ସ୍ଥିତ ସଲମାଙ୍କା ସହରରେ ଘଟିଥିବା ଏକ ଭୟାବହ ଗୁଳିମାଡ଼ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏକ ଫୁଟବଲ ମ୍ୟାଚ୍ ସମାପ୍ତ ହେବା ସହ ହଠାତ୍ ବନ୍ଧୁକଧାରୀଙ୍କ ଦ୍ୱାରା ଆଖିବୁଜା ଗୁଳିମାଡ଼ ଆରମ୍ଭ ହୋଇଥିଲା । ଏହି ନିର୍ମମ ଘଟଣାରେ ଅତିକମରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ କହିଛନ୍ତି ଯେ, ଫୁଟବଲ ମ୍ୟାଚ୍ ସରିବା ପରେ ଦର୍ଶକ ଏବଂ … Continue reading shooting in Salamanca ।। ଫୁଟବଲ ମ୍ୟାଚରେ ଆଖିବୁଜା ଗୁଳିମାଡ଼ ଆରମ୍ଭ