Shoe Throwing Meaning II ଜୋତା ମାଡ଼, କେଉଁଠି ଯୁଦ୍ଧର ଘୋଷଣା ତ’ କେଉଁଠି ହନିମୁନର ସଂକେତ !
ଜୋତା ସାଧାରଣତଃ ମଣିଷର ପାଦକୁ ସୁରକ୍ଷା ଦେଇଥାଏ। ତେଢ଼ା ମେଢ଼ା,କଣ୍ଟିକିତ ରାସ୍ତାରେ ଚାଲିବାର କଷ୍ଟକୁ ନିବାରଣ କରିଥାଏ। କିନ୍ତୁ ସେହି ସମାନ ଜୋତା ବେଳେବେଳେ କ୍ଷେପଣାସ୍ତ୍ର ଭଳି କାମ କରେ। ଆଉ ଯେତେବେଳେ କାମ କରେ, ସେତେବେଳେ ଜୋତା ଦେଖେନି କିଏ ରାଷ୍ଟ୍ରପତି, କିଏ ପ୍ରଧାନମନ୍ତ୍ରୀ ଏବଂ ଆଉ କିଏ ନ୍ୟାୟାଳୟର ବିଚାରପତି। ନିକଟରେ ଭାରତୀୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଉପରକୁ ତାଙ୍କରି ବିଚାରଳୟ ଭିତରେ ଜଣେ ଓକିଲ ଜୋତା ଫୋପାଡ଼ିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ … Continue reading Shoe Throwing Meaning II ଜୋତା ମାଡ଼, କେଉଁଠି ଯୁଦ୍ଧର ଘୋଷଣା ତ’ କେଉଁଠି ହନିମୁନର ସଂକେତ !
Copy and paste this URL into your WordPress site to embed
Copy and paste this code into your site to embed