ନୂଆ ଜୋତା ପିନ୍ଧିଲେ ପାଦରେ ଫୋଟକା କିମ୍ବା କ୍ଷତ ହେଉଛି କି? ଜାଣନ୍ତୁ କ’ଣ କରିବେ

Shoe Bite Remedies : ନୂଆ ଜୋତା ବା ସାଣ୍ଡାଲ୍ ପିନ୍ଧିବା ପରେ ବେଳେବେଳେ ଏମିତି ହୋଇଥାଏ କି ପାଦ କଟି ଯାଇଥାଏ । ଯୋତା ଦ୍ୱାରା ପାଦ କାଟିବା ଦ୍ୱାରା ଚର୍ମ ଛାଡ଼ିଯାଏ । ଅନେକ ଥର ପାଦରୁ ଚର୍ମ ଛାଡ଼ି ଚିହ୍ନ ହୋଇଯାଏ ଏବଂ ସେଥିପାଇଁ ପାଦ ଅସୁନ୍ଦର ଦେଖାଯାଇଥାଏ । ଏହା ଆପଣଙ୍କୁ ଖୁବ୍ ଅସୁବିଧାରେ ପକାଇଥାଏ । ଏହି ଅସୁବିଧାକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର କରିପାରିବେ । ପେଟ୍ରୋଲିୟମ … Continue reading ନୂଆ ଜୋତା ପିନ୍ଧିଲେ ପାଦରେ ଫୋଟକା କିମ୍ବା କ୍ଷତ ହେଉଛି କି? ଜାଣନ୍ତୁ କ’ଣ କରିବେ