ଘରେ ଶିବଲିଙ୍ଗ ରଖିବା ପୂର୍ବରୁ ଜାଣନ୍ତୁ ଏହି ବାସ୍ତୁ ନିୟମ, କେବେ ବି ଆସିବ ନାହିଁ ଦୁଃଖ
Shivling Vastu tips: ହିନ୍ଦୁମାନଙ୍କ ଶ୍ରେଷ୍ଠ ତ୍ରୟଦେବତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମହାଦେବ। ତାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଖଃରୁ ମୁକ୍ତି ମିଳିଥାଏ। ହିନ୍ଦୁ ବିଶ୍ୱାସ ଅନୁସାରେ ଶିବଲିଙ୍ଗରେ ଜଳ ଅର୍ପଣ କଲେ ମହାଦେବ ପ୍ରସନ୍ନ ହେବା ସହ ଭକ୍ତଙ୍କୁ ସୁଖ ସମୃଦ୍ଧିର ଆଶୀର୍ବାଦ ମିଳିଥାଏ । ମନ୍ଦିରରେ ଜଳ ଅର୍ପଣ କରିବା ସହିତ ଘରେ ଶିବଲିଙ୍ଗ ସ୍ଥାପନ କରି ମଧ୍ୟ ଆପଣଙ୍କୁ ଅନେକ ଆଶୀର୍ବାଦ ମିଳିଥାଏ । ହେଲେ ଶିବଲିଙ୍ଗକୁ ଘରେ ସ୍ଥାପନ କରି … Continue reading ଘରେ ଶିବଲିଙ୍ଗ ରଖିବା ପୂର୍ବରୁ ଜାଣନ୍ତୁ ଏହି ବାସ୍ତୁ ନିୟମ, କେବେ ବି ଆସିବ ନାହିଁ ଦୁଃଖ
Copy and paste this URL into your WordPress site to embed
Copy and paste this code into your site to embed