ଚଳିତ ମାସରେ ଏସଏଚଜିର ହେବ ପୁନର୍ଗଠନ

ଚଳିତ ମାସରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପୁନର୍ଗଠନ କରାଯିବ। ଏହା ପର ମାସରେ ଜିପିଏଲଏଫ୍‍, ସିଏଲଏଫ୍‍ ଓ ବିଏଲଏଫ୍‍ର ପୁନର୍ଗଠନ କରାଯିବ। ଏହାସହ  ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ସଙ୍ଗଠନରେ ମଧ୍ୟ ନୂଆ ନିଯୁକ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପୂର୍ବରୁ ଯେଉଁମାନେ ୨ଥର ଅର୍ଥାତ୍ ୪ ବର୍ଷରୁ ଅଧିକ କାର୍ଯ୍ୟ କରିସାରିଛନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ। ସେମାନଙ୍କୁ ବାହାର କରି ନୂଆ ମହିଳାଙ୍କୁ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି। … Continue reading ଚଳିତ ମାସରେ ଏସଏଚଜିର ହେବ ପୁନର୍ଗଠନ