ଶେଖ୍ ମୁଜିବ ରହମାନଙ୍କ ବାଂଲାଦେଶ ବାସଭବନ ଧାନମଣ୍ଡି-୩୨ରେ ବିକ୍ଷୋଭକାରୀମାଙ୍କ ଆତଙ୍କ

Sheikh Mujib Rahman: ଖବରକାଗଜ ‘ପ୍ରୋଥମ୍ ଆଲୋ’ର ରିପୋର୍ଟ ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଢାକାର ଧାନମଣ୍ଡି-୩୨ସ୍ଥିତ ଶେଖ୍ ମୁଜିବୁର୍ ରେହମାନ ମେମୋରିଆଲ ମ୍ୟୁଜିୟମ୍ ନିକଟରେ ବିପ୍ଳବୀ ଛାତ୍ର ଓ ସାଧାରଣ ନାଗରିକଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୮ଟା ବେଳେ ବିକ୍ଷୋଭକାରୀମାନେ ପ୍ରବେଶ ପଥ ଅତିକ୍ରମ କରି ବିଲ୍ଡିଂ ପରିସରରେ ପ୍ରବେଶ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଏହି ଅଞ୍ଚଳରେ … Continue reading ଶେଖ୍ ମୁଜିବ ରହମାନଙ୍କ ବାଂଲାଦେଶ ବାସଭବନ ଧାନମଣ୍ଡି-୩୨ରେ ବିକ୍ଷୋଭକାରୀମାଙ୍କ ଆତଙ୍କ