Sheikh Hasina Government ।। ହସିନାଙ୍କର ସରକାର ଭାଙ୍ଗିବା ଆମେରିକାର ଷଡ଼ଯନ୍ତ୍ର ! ଅଡ଼ିଓ ଲିକ ପରେ ଖୁଲାସା

୨୦୨୪ ମସିହାରେ ବାଂଲାଦେଶରେ ଦେଖାଦେଇଥିବା ଗଭୀର ରାଜନୈତିକ ଅସ୍ଥିରତା ଏବଂ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାରର ପତନକୁ ନେଇ ଏବେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ଆମେରିକାର ଜଣେ ବରିଷ୍ଠ କୂଟନୈତିକଙ୍କ ଗୋପନୀୟ ଅଡିଓ ରେକର୍ଡିଂ ଲିକ୍ ହେବା ପରେ, ବାଂଲାଦେଶର ଶାସକ ଦଳ ଆୱାମୀ ଲିଗ୍ ଆମେରିକାର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଲିକ୍ ହୋଇଥିବା ରେକର୍ଡିଂରେ ବାଂଲାଦେଶର ରାଜନୈତିକ ପରିସ୍ଥିତି, ଇସଲାମିକ ରାଜନୈତିକ ଶକ୍ତି ସହ ସମ୍ପୃକ୍ତି ଏବଂ ଶେଖ ହସିନା … Continue reading Sheikh Hasina Government ।। ହସିନାଙ୍କର ସରକାର ଭାଙ୍ଗିବା ଆମେରିକାର ଷଡ଼ଯନ୍ତ୍ର ! ଅଡ଼ିଓ ଲିକ ପରେ ଖୁଲାସା