ମନେ ମନେ ନବୀନ ପଟ୍ଟନାୟକ || She identifies herself as Naveen Pattnaik

ରାଜ୍ୟ ରାଜନୀତିରେ ଏବେ ଏକ ନୂଆ ଚର୍ଚ୍ଚା, ଏକ ରହସ୍ୟମୟ ପରିସ୍ଥିତି ଏବଂ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ରାଜନୀତିରେ ପାଦ ଦେଉ ଦେଉ, ଆଜି ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳୁଛି ତାମିଲ ବୋହୁ ସୁଜାତା ରାଉତ କର୍ତ୍ତିକେୟନ କ’ଣ ଏବେ ମନେ ମନେ ନବୀନ ପଟ୍ଟନାୟକ ହୋଇଗଲେଣି? ବିଜେଡି ମହଲରେ ଏବେ ଏହାକୁ ନେଇ କଳ୍ପନାଜଳ୍ପନାର ସୁଅ ଛୁଟିଛି। ଯେଉଁ ମହିଳା ଜଣକ ଦଳ ପାଇଁ ଏକ ସଞ୍ଜିବନୀ ଆଣିବେ … Continue reading ମନେ ମନେ ନବୀନ ପଟ୍ଟନାୟକ || She identifies herself as Naveen Pattnaik