ଉତ୍ତରାଖଣ୍ଡରେ ନନଭେଜ୍ ଖାଦ୍ୟ ଉପରେ କଟକଣା ଲଗାଇବାକୁ ନେଇ ଶତ୍ରୁଘ୍ନ ସିହ୍ନାଙ୍କ ଦାବି
Shatrughan Sinha: ବରିଷ୍ଠ ଅଭିନେତା ତଥା ତୃଣମୂଳ କଂଗ୍ରେସ ସାଂସଦ ଶତ୍ରୁଘ୍ନ ସିହ୍ନା ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ କରିବାକୁ ପ୍ରଶଂସା କରିବା ସହ ଦେଶବ୍ୟାପୀ ଏଭଳି ଆଇନ ଲାଗୁ କରିବାରେ ଥିବା ତ୍ରୁଟିକୁ ମଧ୍ୟ ଦର୍ଶାଇଛନ୍ତି। ଆମିଷ ଭୋଜନ ଉପରେ ପ୍ରତିବନ୍ଧକ ଲଗାଇଥିବା ଦର୍ଶାଇ ଅଭିନେତା-ରାଜନେତା କହିଛନ୍ତି ଯେ ସେ ଏଭଳି ପଦକ୍ଷେପକୁ ସମର୍ଥନ କରୁଥିବା ବେଳେ ଦେଶର କେତେକ ସ୍ଥାନରେ ଏହାକୁ ଲାଗୁ କରିବା କଷ୍ଟକର ହେବ। ଦେଶର ଅନେକ ସ୍ଥାନରେ … Continue reading ଉତ୍ତରାଖଣ୍ଡରେ ନନଭେଜ୍ ଖାଦ୍ୟ ଉପରେ କଟକଣା ଲଗାଇବାକୁ ନେଇ ଶତ୍ରୁଘ୍ନ ସିହ୍ନାଙ୍କ ଦାବି
Copy and paste this URL into your WordPress site to embed
Copy and paste this code into your site to embed