‘Bill To Remove PM, CMs’: Shashi Tharoor Differs With Congress Again ।। ପିଏମ୍, ସିଏମଙ୍କ ପ୍ରତ୍ୟାହାର ବିଲ୍‌କୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ସମର୍ଥନ!

କଂଗ୍ରେସ ସାଂସଦ ଶଶି ଥରୁର ୩୦ ଦିନ ଧରି ଲଗାତାର ଅଟକ ରଖିବା ପରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ପଦବୀରୁ ହଟାଇବା ପାଇଁ ବିଲ୍‌କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମ ନଜରରେ ଏହି ବିଲ୍ ଉପଯୁକ୍ତ ଏବଂ ସଠିକ୍ ମନେହୁଏ। ସୂଚନା ଯୋଗ୍ୟଯେ ବୁଧବାର ଦିନ, ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଏହି ବିଲ୍ ଗୁଡ଼ିକୁ ଲୋକସଭାରେ ଉପସ୍ଥାପନ କରିଥିଲେ, କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସାଂସଦମାନେ ଏହାକୁ ବିରୋଧ କରିଥିଲେ ଏବଂ … Continue reading ‘Bill To Remove PM, CMs’: Shashi Tharoor Differs With Congress Again ।। ପିଏମ୍, ସିଏମଙ୍କ ପ୍ରତ୍ୟାହାର ବିଲ୍‌କୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ସମର୍ଥନ!