Sharif made Munir a villain ।। ମୁନିରଙ୍କୁ ଭାଣ୍ଡିଆ କଲେ ସରିଫ୍
ଠିକ୍ ଏମିତି କିଛି ହୋଇଛି ପାକିସ୍ତାନୀ ଫିଲ୍ଡ ମାର୍ଶାଲ ସେନାମୁଖ୍ୟ ଅସୀମ ମୁନିରଙ୍କ ସହିତ। ପାକିସ୍ତାନରେ ପ୍ରକୃତ ‘ବସ୍’ କିଏ ତାହା ସମସ୍ତଙ୍କୁ ଜଣା। ସେନାମୁଖ୍ୟଙ୍କ ଇଶାରାରେ ପାକିସ୍ତାନରେ ପ୍ରଧାନମନ୍ତ୍ରୀ, ଆସନ୍ତି ଓ ଯାଆନ୍ତି। ଏମିତିରେ ମୁନିରଙ୍କ କୃପାରୁ ପ୍ରଧାନମନ୍ତ୍ରୀ ହୋଇଥିବା ସରିଫ୍,ମୁନିରଙ୍କୁ ପ୍ରଂଶାସ କରିବାକୁ ଯାଇ ବିଦେଶୀ ମାଟିରେ ନିଜ ଦେଶର ପୋଲ୍ ଖୋଲି ଦେଇଛନ୍ତି। କହୁ କହୁ କହିଦେଇଛନ୍ତି ଭାରତ ପଟୁ କେମିତି ମାଡ଼ି ବସିଥିଲା। କେତେ ମାଡ଼ି ବସିଥିଲା। ଆଉ ବିଚରା ମୁନିରଙ୍କ … Continue reading Sharif made Munir a villain ।। ମୁନିରଙ୍କୁ ଭାଣ୍ଡିଆ କଲେ ସରିଫ୍
Copy and paste this URL into your WordPress site to embed
Copy and paste this code into your site to embed