ଅର୍ଥମନ୍ତ୍ରୀଙ୍କ ବଜେଟକୁ ସେୟାର ବଜାର ପ୍ରତ୍ୟାଖାନ କରିଛି । ବଜେଟ ପୂର୍ବରୁ ସେୟାର ବଜାରରେ କିଛିଟା ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ବଜେଟ୍ ଭାଷଣ ସହିତ ସେୟାର ବଜାରରେ ବିକ୍ରି ବଢିଥିଲା । ଯାହାର ପ୍ରଭାବରେ ନିଫ୍ଟି ଓ ସେନସେକ୍ସ ସୂଚକାଙ୍କ ତଳମୁହାଁ ହୋଇଥିଲେ । ରିପୋର୍ଟ ଲେଖାଯିବା ବେଳକୁ ନିଫ୍ଟି ସୂଚକାଙ୍କ ୯୮ ପଏଣ୍ଟ ହ୍ରାସ ପାଇ ୨୩୪୦୯ରେ ଥିବା ବେଳେ ସେନସେକ୍ସରେ ୨୩୮.୩୮ ପଏଣ୍ଟ ହ୍ରାସ ହୋଇ ୭୭୨୬୨.୧୯ ଥିଲା । ବଜେଟରେ … Continue reading ସେୟାର ବଜାର ତଳମୁହାଁ
Copy and paste this URL into your WordPress site to embed
Copy and paste this code into your site to embed