ନିବେଶକଙ୍କ ପିଛା ଛାଡ଼ୁନି ଲାଲ୍ ରଙ୍ଗ, ଟ୍ରମ୍ପଙ୍କ ନୂଆ ଧମକ ପରେ ୩.୪୦ ଲକ୍ଷ କୋଟି ଟଙ୍କା ସ୍ୱାହା

Share Market: ଗତ ସପ୍ତାହରେ ଭାରତୀୟ ଷ୍ଟକ୍‍ ବଜାରରେ ଉଲ୍ଲେଖନୀୟ ହ୍ରାସ ଦେଖିବା ପରେ ସୋମବାର ଷ୍ଟକ୍‍ ବଜାର ଲାଲ ରଙ୍ଗରେ ଖୋଲିଥିଲା। ଜୋମାଟୋର ସେୟାରରେ ସବୁଠାରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଗାଇବା ପାଇଁ ଦେଇଥିବା ଧମକର ପ୍ରଭାବ ପୁଣିଥରେ ଷ୍ଟକ୍‍ ବଜାରରେ ଅନୁଭୂତ ହୋଇଛି।  ଗତ ୪ ମାସ ଧରି ଭାରତୀୟ ସେୟାର ବଜାର ଉପରେ ଜାରି ରହିଛି ଭାଲୁ ରାଜ୍। ବଜାରରୁ ବୁଲ୍ ପଛଘୁଞ୍ଚା ଦେଇଥିବାବେଳେ ବିୟର … Continue reading ନିବେଶକଙ୍କ ପିଛା ଛାଡ଼ୁନି ଲାଲ୍ ରଙ୍ଗ, ଟ୍ରମ୍ପଙ୍କ ନୂଆ ଧମକ ପରେ ୩.୪୦ ଲକ୍ଷ କୋଟି ଟଙ୍କା ସ୍ୱାହା