ଅଜିତ ପାୱାରଙ୍କ ପରେ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ।। Sharad pawar
ମହାରାଷ୍ଟ୍ରର ପ୍ରସିଦ୍ଧ ରାଜନୀତିଜ୍ଞ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଛି । ସେ ପୁନେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖବର ମୁତାବକ, ଜ୍ୱର ଓ ଗଳାରେ ସଂକ୍ରମଣ ଯୋଗୁଁ ଡାକ୍ତରଙ୍କ ପରାମର୍ଶ ଉପରେ ତାଙ୍କୁ ହସ୍ପିଟାଲରେରେ ରଖାଯାଇଛି । ଡାକ୍ତରମାନେ ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ପରୀକ୍ଷା ପରେ ନିଷ୍ପତ୍ତି କରିବେ ଯେ ସେ ହସ୍ପିଟାଲରେ ରହିବେ କି ବାସଭବନକୁ ଫେରିବେ। ଶରଦ ପାୱାରଙ୍କ ବୟସ ୭୫ ବର୍ଷ । ଏତେ ବୟସରେ … Continue reading ଅଜିତ ପାୱାରଙ୍କ ପରେ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ।। Sharad pawar
Copy and paste this URL into your WordPress site to embed
Copy and paste this code into your site to embed