ଶନିଦଶାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

Shani Sadesati Upay: ଶନିବାର ଦିନକୁ ନ୍ୟାୟର ଦେବତା ଶନିଦେବକୁ ସମର୍ପିତ ହୁଏ। ଶନିବାର ଦିନ ଶନିଦେବକୁ ପ୍ରସନ୍ନ କରିବା ପାଇଁ ବେଶ କିଛି ଉପାୟ କରାଯାଏ। ଅନେକ ଲୋକ ଏହି ଦିନ ବ୍ରତ ରଖନ୍ତି, ତେବେ କେତେକ ଲୋକ ଜ୍ୟୋତିଷ ଅନୁଯାୟୀ ଉପାୟ କରନ୍ତି। ଯାହା ଦ୍ୱାରା ଶନିଦେବଙ୍କର କୃପା ମିଳିବ ସହ ସାଢେସାତୀ ବା ଶନିଦଶାରୁ ମୁକ୍ତି ମିଳିଥାଏ। ମାନ୍ୟତା ଅନୁଯାୟୀ, ଶନିଙ୍କର ସାଡ଼େସାତୀ ପୀଡିତ ଲୋକଙ୍କ ପାଇଁ ଶନିବାର ଦିନ କିଛି ବିଶେଷ … Continue reading ଶନିଦଶାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ