ଶନିବାର ଦିନ ଜୋତା ଚପଲ ଦାନ କରିବା ଦ୍ୱାରା ମିଳିଥାଏ ଶନିଦେବଙ୍କ ଆଶୀର୍ବାଦ

Shani Dev: ଘରେ ରହିଥିବା ସମସ୍ତ ଜିନିଷକୁ ବାସ୍ତୁ ଆନୁସାରେ ସଜାଡ଼ି ରଖିବା ଜରୁରୀ ହୋଇଥାଏ । ଶାସ୍ତ୍ର ଅନୁସାରେ ଅନୁସାରେ ଘରେ ରଖିଥିବା କିଛି ଜିନିଷକୁ ଅଶୁଭ ବୋଲି ଧରାଯାଏ । ଏହି ଜିନିଷ ଘରେ ରହିଲେ ପରିବାରରେ ଅଶାନ୍ତି ଲାଗିରହେ । ବାସ୍ତୁ ଅନୁଯାୟୀ ଘରେ ଜୋତା ଚପଲ ରଖିବାର କିଛି ନିୟମ ରହିଛି । ଏହି ନିୟମ ସବୁକୁ ନଜର ଅନ୍ଦାଜ କଲେ ନାନା ପ୍ରକାର ଆର୍ଥିକ ସମସ୍ୟା ଦେଖାଦେଇଥାଏ । ଆସନ୍ତୁ … Continue reading ଶନିବାର ଦିନ ଜୋତା ଚପଲ ଦାନ କରିବା ଦ୍ୱାରା ମିଳିଥାଏ ଶନିଦେବଙ୍କ ଆଶୀର୍ବାଦ