Shani Bakri 2026 ।। ଶନିଙ୍କ ବିରଳ ଗ୍ରାସ, ଏହି ୪ ରାଶି ଜାଣିନେବା ଉଚିତ୍ କଣ ଘଟିବ ?

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ବିରଳ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଶନି ପ୍ରାୟ ପ୍ରତ୍ୟେକ ଅଢେଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି, ଯାହାକୁ ଶନି ଗୋଚର କୁହାଯାଏ। ଏହି ଗୋଚରର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ ଓ ବ୍ୟକ୍ତିଗତ, ସାମାଜିକ ତଥା ଆର୍ଥିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ଜ୍ୟୋତିଷ ମତାନୁସାରେ, ଯଦି କାହାର ଜାତକରେ ଶନି ସନ୍ତୁଷ୍ଟ ରହନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ପରିଶ୍ରମର … Continue reading Shani Bakri 2026 ।। ଶନିଙ୍କ ବିରଳ ଗ୍ରାସ, ଏହି ୪ ରାଶି ଜାଣିନେବା ଉଚିତ୍ କଣ ଘଟିବ ?