ଶାଲିମାର ସ୍ୱତନ୍ତ୍ର ଟ୍ରେନ୍ ସମ୍ପ୍ରସାରଣ; ଓଡ଼ିଶାରେ ରେଳ ସଂଯୋଗ ବୃଦ୍ଧି, ମିଳିଲା ୬ଟି ଷ୍ଟପେଜ୍ || Shalimar special train extension; Railway connectivity increased in Odisha, 6 stoppages found

ପୂର୍ବତଟ ରେଳବାଇ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଶାଲିମାର-ଚାର୍ଲାପାଲି ସ୍ୱତନ୍ତ୍ର ଟ୍ରେନର ସେବାକୁ ବୃଦ୍ଧି କରିଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଟି ଏବେ ରେଳବାଇ ଦ୍ୱାରା ଘୋଷିତ ସଂଶୋଧିତ ସମୟସୂଚୀ ଅନୁଯାୟୀ ଜୁଲାଇ ମାସ ପର୍ଯ୍ୟନ୍ତ ଚଳାଚଳ କରିବ। ପୂର୍ବରୁ କେବଳ ଜୁନ୍ ଶେଷ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଟି ଏବେ ଜୁଲାଇ ମାସ ପର୍ଯ୍ୟନ୍ତ ଏହାର ସେବା ଜାରି ରଖିବ, ଯାହା ଫଳରେ … Continue reading ଶାଲିମାର ସ୍ୱତନ୍ତ୍ର ଟ୍ରେନ୍ ସମ୍ପ୍ରସାରଣ; ଓଡ଼ିଶାରେ ରେଳ ସଂଯୋଗ ବୃଦ୍ଧି, ମିଳିଲା ୬ଟି ଷ୍ଟପେଜ୍ || Shalimar special train extension; Railway connectivity increased in Odisha, 6 stoppages found