୬ ମାସରେ ପାଇଛି ୧୪୦୦ କୋଟି ଟଙ୍କାର ଅର୍ଡର!

ଭାରତର ଏକ ଅଗ୍ରଣୀ ପମ୍ପ ଏବଂ ମୋଟର ଉତ୍ପାଦନକାରୀ କମ୍ପାନୀର ସେୟାର ୪.୪ ପ୍ରତିଶତ ବୃଦ୍ଧି ପାଇ ୧,୦୯୦ ଟଙ୍କାରେ ପହଞ୍ଚିଛି । ୨୦୨୪ ଜୁଲାଇ ପହିଲାରୁ ଇତି ମଧ୍ୟରେ ଶକ୍ତି ପମ୍ପ୍ସ (ଇଣ୍ଡିଆ) ଲିମିଟେଡ୍ ରେକର୍ଡ ୧୪୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଅର୍ଡର ହାସଲ କରିଛି । ସୋଲାର ପମ୍ପ କମ୍ପାନୀର ସେୟାର ବୃଦ୍ଧି ପାଇଛି ୪.୪% ବାର୍ଷିକ ପ୍ରାୟ ୩୧୫.୪ ପ୍ରତିଶତ ବୃଦ୍ଧି ପାଇଛି ୧୪,୬୭୯ କୋଟି ଟଙ୍କାର ମାର୍କେଟ କ୍ୟାପ ସହ … Continue reading ୬ ମାସରେ ପାଇଛି ୧୪୦୦ କୋଟି ଟଙ୍କାର ଅର୍ଡର!