Shakespeare in a tribal language ।। ଜନଜାତି ଭାଷାରେ ସେକ୍ସପିଅର: ରୋମାନିଆର ବିଶ୍ୱ ରଙ୍ଗମଞ୍ଚକୁ କିସ୍‍ର ସାଂସ୍କୃତିକ ଅଭିମାନ

ବିଶ୍ୱ ରଙ୍ଗମଞ୍ଚର ଇତିହାସରେ କେତେକ ମୁହୂର୍ତ୍ତ ଏଭଳି ଆସେ, ଯାହା କେବଳ ଏକ ନାଟକର ପରିବେଷଣ ନୁହେଁ; ସେହି ମୁହୂର୍ତ୍ତ ହୋଇଯାଏ ଗୋଟିଏ ସଭ୍ୟତାର ନୂଆ ପରିଚୟ। ଓଡ଼ିଶାର ଜନଜାତି ଭାଷାରେ ପ୍ରସିଦ୍ଧ ନାଟ୍ୟକାର ୱିଲିୟମ ସେକ୍ସପିଅରଙ୍କ ନାଟକ ରୋମାନିଆର ବିଶ୍ୱ ମଞ୍ଚରେ ପରିବେଷିତ ହେବ—ଏହି ଖବର ମାତ୍ର ଗୋଟିଏ ସାଂସ୍କୃତିକ ସଫଳତା ନୁହେଁ, ଏହା ହେଉଛି ଭାରତୀୟ ଜନଜାତି ଭାଷା ଓ ସାହିତ୍ୟର ଅନ୍ତର୍ଜାତୀୟ ସ୍ୱୀକୃତିର ଉଚ୍ଚାରଣ । ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି … Continue reading Shakespeare in a tribal language ।। ଜନଜାତି ଭାଷାରେ ସେକ୍ସପିଅର: ରୋମାନିଆର ବିଶ୍ୱ ରଙ୍ଗମଞ୍ଚକୁ କିସ୍‍ର ସାଂସ୍କୃତିକ ଅଭିମାନ