Shaheen Siddiqui’s secret revealed || ଖୋଲିଲା ଡକ୍ଟର ଶାହିନ ସିଦ୍ଦିକୀଙ୍କ ରହସ୍ୟ

ଦିଲ୍ଲୀ କାର୍ ବିସ୍ଫୋରଣ ପରେ ଗିରଫ ହୋଇଥିବା ଲକ୍ଷ୍ନୌର ଡାକ୍ତର ଶାହିନ ସିଦ୍ଦିକିଙ୍କ ସମ୍ପର୍କରେ ଅନେକ ଖୁଲାସା ହୋଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଶାହିନ ଜଣେ ସହାନୁଭୂତିଶୀଳ ବ୍ୟକ୍ତି ଭାବରେ ନିଜକୁ ପରିଚୟ ଦେଉଥିଲେ ଏବଂ ଯୁବପିଢିଙ୍କ ବ୍ରେନୱାସ କରୁଥିଲେ। ସେ କେବଳ ଡାକ୍ତରୀ ଛାତ୍ରମାନଙ୍କୁ ନୁହେଁ ବରଂ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ପ୍ରଲୋଭିତ କରୁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହିନ ବିଦେଶରେ ପଢ଼ୁଥିବା ଝିଅମାନଙ୍କ ସହିତ ଅନଲାଇନରେ ଯୋଗାଯୋଗ … Continue reading Shaheen Siddiqui’s secret revealed || ଖୋଲିଲା ଡକ୍ଟର ଶାହିନ ସିଦ୍ଦିକୀଙ୍କ ରହସ୍ୟ