‘ମନ୍ନତ’ ଛାଡ଼ିଲେ ଶାହାରୁଖ ଖାନ!

Mannat: ଶାହାରୁଖ ଖାନ ଏବଂ ତାଙ୍କ ପରିବାର ଆସନ୍ତା କିଛି ମାସ ପାଇଁ ସେମାନଙ୍କର ବିଳାସପୂର୍ଣ୍ଣ ବଙ୍ଗଳା ‘ମନ୍ନତ’ ଖାଲି କରିବାକୁ ଯାଉଛନ୍ତି। ଖାନ ପରିବାର ବର୍ତ୍ତମାନ ପାଲି ହିଲ ଅଞ୍ଚଳରେ ଭଡ଼ାରେ ରହିବାକୁ ଯାଉଛନ୍ତି। ଶାହାରୁଖଙ୍କ କମ୍ପାନୀ ନିକଟରେ ଜ୍ୟାକି ଭାଗ୍ନାନୀ ଏବଂ ତାଙ୍କ ଭଉଣୀଙ୍କଠାରୁ କୋଟି ମୂଲ୍ୟର ଲିଜ୍ ଉପରେ ଦୁଇଟି ଡୁପ୍ଲେକ୍ସ ଆପାର୍ଟମେଣ୍ଟ ନେଇଥିଲେ । ବଲିଉଡର ‘କିଙ୍ଗ ଖାନ’ ଶାହାରୁଖ ତାଙ୍କର ବିଳାସପୂର୍ଣ୍ଣ ବଙ୍ଗଳା ‘ମନ୍ନତ’ ଖାଲି କରିବାକୁ ଯାଉଛନ୍ତି। ସେ … Continue reading ‘ମନ୍ନତ’ ଛାଡ଼ିଲେ ଶାହାରୁଖ ଖାନ!