Shadow of mourning in Bollywood and business world after Sanjay’s death ।। ସଞ୍ଜୟଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ବ୍ୟବସାୟ ଜଗତରେ ଶୋକର ଛାୟା

ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ଏକ୍ସ ହଜବେଣ୍ଡ୍ ସଞ୍ଜୟ କପୁରଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳେ ତାଙ୍କୁ ୫୩ ବର୍ଷ ହୋଇଥିଲା । ଏହି ଘଟଣା ଘଟିବା ପରେ ଭଉଣୀ କରୀନା କପୁର ଓ କରିନାଙ୍କ ସ୍ୱାମୀ ସୈଫ ଅଲ୍ଲୀ ଖାନ ଏବଂ କରିସ୍ମାଙ୍କର ଘନିଷ୍ଠ ବନ୍ଧୁ ମଲାଇକା ଆରୋରା ବିଳମ୍ବିତ ରାତିରେ କରିସ୍ମାଙ୍କ ଘରେ ପହଞ୍ଚି ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ସଞ୍ଜୟଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ବ୍ୟବସାୟ ଜଗତରେ ଶୋକର ଛାୟା … Continue reading Shadow of mourning in Bollywood and business world after Sanjay’s death ।। ସଞ୍ଜୟଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ବ୍ୟବସାୟ ଜଗତରେ ଶୋକର ଛାୟା