ରାଜ୍ୟର ରାସ୍ତାଘାଟ ସମେତ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ୨୦୨୪ ମସିହାରେ ଦେଶର ବିଭିନ୍ନ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଶୀର୍ଷରେ ରହିଛି। ଓଡ଼ିଶାରେ ୫୪୯ଟି ଘଟଣା ଘଟିଥିବାବେଳେ ଆମ ପଛକୁ ଦେଶର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ ରହିଛି। ସେଠାରେ ୨୦୨୪ ମସିହାରେ ୧୯୮ଟି ଏଭଳି ଘଟଣା ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ପକ୍ଷରୁ ଭାରତରେ ଅପରାଧ- ୨୦୨୪ ରିପୋର୍ଟରୁ … Continue reading ସର୍ବସାଧାରଣ ସ୍ଥାନରେ ଯୌନ ନିର୍ଯାତନା: ଶୀର୍ଷରେ ଓଡ଼ିଶା || Sexual harassment in public places: Odisha at the forefront
Copy and paste this URL into your WordPress site to embed
Copy and paste this code into your site to embed